ଡ୍ରାମାବାଜି ପାଇଁ ଯାଇପାରେ ପାକିସ୍ତାନୀ କ୍ୟାପଟେନଙ୍କ ପଦବୀ

MOHAMMAD RIZWAN: ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ଭାରତଠାରୁ ହାରିବା ପରେ, ପାକିସ୍ତାନ ସେମାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ଭାରତଠାରୁ ପରାଜୟ ପରେ, ପାକିସ୍ତାନୀ ଦଳର ଅଧିନାୟକ ମହମ୍ମଦ ରିଜୱାନ ସ୍ୱୀକାର କରିଥିଲେ ଯେ ଆମ କାହାଣୀ ଏଇଠି ଶେଷ ହେଲା। ଟୁର୍ଣ୍ଣାମେଣ୍ଟରୁ ଲଜ୍ଜାଜନକ ବିଦାୟ ପରେ, କେବଳ ଦଳର କାହାଣୀ ଶେଷ ହୋଇନାହିଁ, ଏହା ମଧ୍ୟ କୁହାଯାଉଛି ଯେ, ମହମ୍ମଦ ରିଜୱାନଙ୍କ କ୍ୟାପଟେନ … Continue reading ଡ୍ରାମାବାଜି ପାଇଁ ଯାଇପାରେ ପାକିସ୍ତାନୀ କ୍ୟାପଟେନଙ୍କ ପଦବୀ