Why Madhuri Dixit? Is this Odia Asmita? ।। କାହିଁକି ମାଧୁରୀ ଦିକ୍ଷୀତ ? ଇଏ କଣ ଓଡ଼ିଆ ଅସ୍ମିତା ?
ମାଧୁରି ଦିକ୍ଷୀତ, ବଲିଓଡର ଧକ ଧକ ଗାର୍ଲ । ଏବେ ସେ ଓଡ଼ିଆ ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡାର । କିନ୍ତୁ ପ୍ରଶ୍ନ ଏଇ କଣ ଆମ ଓଡ଼ିଆ ଅସ୍ମିତା ? ଓଡ଼ିଆରେ ଅଭିନେତ୍ରୀଙ୍କ କଣ ଡିମାଣ୍ଡ କମିଗଲା କି ? ନା ଓଡ଼ିଆ ଅଭିନେତ୍ରୀ ମୋହନ ସରକାରଙ୍କୁ ପସନ୍ଦ ଆସୁନାହି ? ଏହି ଅସ୍ମିତା ପାଇଁ କଣ ଓଡ଼ିଆ ଲୋକ ଭୋଟ ଦେଇଥିଲେ କି ? ଓଡ଼ିଆଙ୍କ ଗର୍ବରେ ଅଣଓଡ଼ିଆ କେମିତି ଆମ୍ବାସାଡର ହୋଇ ପାରିବ ? … Continue reading Why Madhuri Dixit? Is this Odia Asmita? ।। କାହିଁକି ମାଧୁରୀ ଦିକ୍ଷୀତ ? ଇଏ କଣ ଓଡ଼ିଆ ଅସ୍ମିତା ?
Copy and paste this URL into your WordPress site to embed
Copy and paste this code into your site to embed