Why isn’t the US selling F-22s to anyone? ।। ଏଫ୍-୨୨କୁ କାହିଁକି ଆମେରିକା କାହାକୁ ବିକ୍ରି କରୁନାହିଁ?

ଆଧୁନିକ ଯୁଗରେ ବିଶ୍ୱରେ ଯୁଦ୍ଧର ସ୍ୱରୂପ ବଦଳିଯାଇଛି। ଆଜି ଟେକ୍ନୋଲୋଜି ହିଁ କୌଣସି ସେନାର ସବୁଠାରୁ ବଡ଼ ଶକ୍ତି ହୋଇଯାଇଛି। ଏପରି ପରିସ୍ଥିତିରେ ବିଶ୍ୱର ମହାଶକ୍ତିମାନଙ୍କ ମଧ୍ୟରେ ଉନ୍ନତ ଟେକ୍ନୋଲୋଜି ହାସଲ କରିବା ପାଇଁ ଏକ ପ୍ରତିଯୋଗିତା ଚାଲିଛି। ଏହି ମୁହୂର୍ତ୍ତରେ ବିଶ୍ୱରେ ଏକ ପାଖରେ ଆମେରିକା ଥିବା ବେଳେ ଅନ୍ୟପଟେ ଚୀନ ରହିଛି। ଟେକ୍ନୋଲୋଜି ଓ ସାମରିକ ଶକ୍ତି ପ୍ରତ୍ୟେକ ଜିନିଷରେ ଏହି ଦୁଇଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏହି ଟେକ୍ନୋଲୋଜିର ଅବଦାନ ହେଉଛି … Continue reading Why isn’t the US selling F-22s to anyone? ।। ଏଫ୍-୨୨କୁ କାହିଁକି ଆମେରିକା କାହାକୁ ବିକ୍ରି କରୁନାହିଁ?