Why Isn’t Public Healthcare Improving? II ପ୍ରତିବର୍ଷ ବଜେଟ୍ ବଢ଼ୁଛି, ତଥାପି ସାର୍ବଜନୀନ ସ୍ୱାସ୍ଥ୍ୟସେବା କାହିଁକି ଉନ୍ନତ ହେଉନାହିଁ?

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ୧.୦୬ ଲକ୍ଷ କୋଟି ଟଙ୍କାର ସ୍ୱାସ୍ଥ୍ୟ ବଜେଟ୍ ଘୋଷଣା କରିଛି—ଚଳିତ ବର୍ଷ ତୁଳନାରେ ୯% ବୃଦ୍ଧି। ଗତ ଦଶନ୍ଧି ଧରି ସ୍ୱାସ୍ଥ୍ୟ ଆବଣ୍ଟନ ଲଗାତାର ବଢ଼ିଛି, ଭିତ୍ତିଭୂମି ବିସ୍ତାର ହୋଇଛି, ନୂତନ ମେଡିକାଲ୍ କଲେଜ ଖୋଲାଯାଇଛି, ହଜାର ହଜାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅପଗ୍ରେଡ୍ କରାଯାଇଛି। ତଥାପି ପ୍ରଶ୍ନ ଅବିକଳ—ଯଦି ଟଙ୍କା ବଢ଼ୁଛି, ତେବେ ସେବା କାହିଁକି ଭଲ ହେଉନାହିଁ? କାହିଁକି ପ୍ରାୟ ଅର୍ଧାଧିକ ଭାରତୀୟ ସରକାରୀ ହସ୍ପିଟାଲକୁ … Continue reading Why Isn’t Public Healthcare Improving? II ପ୍ରତିବର୍ଷ ବଜେଟ୍ ବଢ଼ୁଛି, ତଥାପି ସାର୍ବଜନୀନ ସ୍ୱାସ୍ଥ୍ୟସେବା କାହିଁକି ଉନ୍ନତ ହେଉନାହିଁ?