ଗ୍ରେଟ୍ ନିକୋବାର ପ୍ରକଳ୍ପକୁ ନେଇ ବିବାଦ କାହିଁକି? || Why is there controversy over the Great Nicobar project?

ଗ୍ରେଟ୍ ନିକୋବାର ପ୍ରକଳ୍ପକୁ ନେଇ ବିବାଦ କାହିଁକି? ପରିବେଶ, ରଣନୀତି ଓ ‘ନାରେଟିଭ୍ ୱାର୍’ ମଧ୍ୟରେ ତର୍କ ତୀବ୍ର ଭାରତ ସରକାରଙ୍କ ମହାମ୍ବିତ୍ସାପୂର୍ଣ୍ଣ ଗ୍ରେଟ୍ ନିକୋବାର ପ୍ରକଳ୍ପକୁ ନେଇ ଦେଶରେ ଚର୍ଚ୍ଚା ଓ ବିବାଦ ତୀବ୍ର ହୋଇଛି। ସରକାର ଏହାକୁ ଭାରତର ଭବିଷ୍ୟତ ସମୁଦ୍ର ଶକ୍ତି ଓ ରଣନୀତିକ ସାମର୍ଥ୍ୟର କେନ୍ଦ୍ର ଭାବେ ପ୍ରଚାର କରୁଥିବାବେଳେ, ପରିବେଶ କର୍ମୀ ଓ କିଛି ବିରୋଧୀ ଦଳ ଏହାକୁ ପରିବେଶ ଓ ଆଦିବାସୀ ସମୁଦାୟ ପାଇଁ ଗୁରୁତର ବିପଦ ବୋଲି ଅଭିଯୋଗ … Continue reading ଗ୍ରେଟ୍ ନିକୋବାର ପ୍ରକଳ୍ପକୁ ନେଇ ବିବାଦ କାହିଁକି? || Why is there controversy over the Great Nicobar project?