ତିନିଟି ଜୀବନ ଚାଲିଯିବା ପରେ ସରକାର ଏବଂ ଭାରତୀୟ ଜନତାପାର୍ଟିର ବିରାଟ କ୍ଷତି ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗନ୍ନାଥ ଭକ୍ତଙ୍କ ପାଖରେ ଅବହେଳା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। କିନ୍ତୁ ଜାତିର ଦେବତା ଜଗନ୍ନାଥ ଏବଂ ବଡ଼ଭାଇ ବଳଭଦ୍ରଙ୍କ ପାଖରେ କ୍ଷମା ମାଗିବାକୁ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଏତେ ଅମଙ୍ଗ କାହିଁକି? ଜଗନ୍ନାଥଙ୍କ ପାଖରେ କ୍ଷମା ମାଗି କେହି କେବେ ଛୋଟ ହୋଇଯାଆନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ପ୍ରଥମ … Continue reading Why is the Law Minister reluctant to issue an apology? ।। କ୍ଷମା ପ୍ରାର୍ଥନା ପାଇଁ ଆଇନମନ୍ତ୍ରୀଙ୍କ ପଛଘୁଞ୍ଚା କାହିଁକି?
Copy and paste this URL into your WordPress site to embed
Copy and paste this code into your site to embed