ଯେଉଁ ସୀମାରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ଆଫଗାନିସ୍ତାନ, ସେହି ଡୁରାଣ୍ଡ୍ ଲାଇନ କେତେ ବିପ୍ପଜନକ?
Durand Line : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏହି ଦୁଇଦେଶ ପରସ୍ପରକୁ ମୁହାଁମୁହିଁ କରୁଥିବା ଡୁରାଣ୍ଡ ଲାଇନ ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ସୀମା। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନା ଏବେ ଯୁଦ୍ଧର ରୂପ ନେଇଛି। ଏହି ଦୁଇ ଦେଶର ସେନା ଏବେ ଡୁରାଣ୍ଡ ରେଖା ଅତିକ୍ରମ କରି ପରସ୍ପରର ଅଞ୍ଚଳ ଉପରେ ଆକ୍ରମଣ କରୁଛନ୍ତି। ଏହି ଦୁଇ ଦେଶର ସ୍ଥିତିକୁ … Continue reading ଯେଉଁ ସୀମାରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ଆଫଗାନିସ୍ତାନ, ସେହି ଡୁରାଣ୍ଡ୍ ଲାଇନ କେତେ ବିପ୍ପଜନକ?
Copy and paste this URL into your WordPress site to embed
Copy and paste this code into your site to embed