ଫୁଟବଲର ରଙ୍ଗ କଳା ଧଳା କାହିଁକି? ଜାଣନ୍ତୁ ଏହା ପଛର କାରଣ

ଫୁଟବଲ୍‌ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ଖେଳ । ସାରା ପୃଥିବୀରେ ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଏହି ଖେଳ କଥା କହିଲେ ପ୍ରଥମେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌ । ଯାହାକୁ ନେଇ ଦୁଇ ଟିମ୍‌ ମଧ୍ୟରେ ଖେଳ ହୋଇଥାଏ । ଆପଣ କେବେ ଭାବିଛନ୍ତି କି, ଯେ ଫୁଟ୍‌ ବଲ ଅନ୍ୟ କେଉଁ ରଙ୍ଗର ନ ହୋଇ କେବଳ କଳା … Continue reading ଫୁଟବଲର ରଙ୍ଗ କଳା ଧଳା କାହିଁକି? ଜାଣନ୍ତୁ ଏହା ପଛର କାରଣ