ଚର୍ଚ୍ଚାରୁ ରାହୁଲଙ୍କ ପଛଘୁଞ୍ଚା କାହିଁକି? || Why is Rahul withdrawing from the discussion?

ଦେଶର ଗଣତନ୍ତ୍ରର ମୂଳ ଆତ୍ମା ଭାରତୀୟ ସଂସଦରେ ରହିଛି। ଏହା କେବଳ ଏକ ଭବନ ନୁହେଁ, ଏହା ଦେଶର ଲୋକଙ୍କ ଆଶା, ଆକାଂକ୍ଷା ଓ ରାଜନୈତିକ ଚେତନାର ମନ୍ଦିର କହିଲେ ଭୁଲ ହେବ ନାହିଁ। ଏଠାରେ ଦେଶର ନୀତି ନିର୍ଦ୍ଧାରଣ ହୁଏ, ଏଠାରେ ସରକାରକୁ ପ୍ରଶ୍ନ କରାଯାଏ, ଏଠାରେ ବିରୋଧୀ ସରକାରଙ୍କୁ ଚ୍ୟାଲେଞ୍ଜ କରେ। ଏହି ପରମ୍ପରା ଭାରତର ସଂସଦୀୟ ଗଣତନ୍ତ୍ରକୁ ଶକ୍ତିଶାଳୀ କରିଆସିଛି। କିନ୍ତୁ ସଂସଦରେ ବଜେଟ୍‍ ଅଧିବେଶନର ଦିତୀୟାର୍ଦ୍ଧ ପ୍ରଥମ ଦିନ ସୋମବାର ଘଟିଥିବା … Continue reading ଚର୍ଚ୍ଚାରୁ ରାହୁଲଙ୍କ ପଛଘୁଞ୍ଚା କାହିଁକି? || Why is Rahul withdrawing from the discussion?