ବିଧାନସଭାରେ ପାଣ୍ଡିଆନଙ୍କ ଗୋଷ୍ଠୀ ଚୁପ କାହିଁକି? || Why is Pandian’s group silent in the Assembly?

ବର୍ତ୍ତମାନ ରାଜ୍ୟ ରାଜନୀତିର ସବୁଠୁ ବଡ଼ ପ୍ରଶ୍ନ; ବିଧାନସଭାରେ ପାଣ୍ଡିଆନ ଗୋଷ୍ଠୀ ବିଧାୟକମାନେ ଏବେ ନୀରବ କାହିଁକି । ଏମିତି ନୁହେଁ କି ଖାଲି ପାଣ୍ଡିଆନଙ୍କ ଗୋଷ୍ଠୀ ନୀରବ; ବିଜେଡି ବି ନୀରବ। ବିରୋଧ ହେଉଛି; ପ୍ରଶ୍ନବାଣରେ ସରକାରୀ ଦଳକୁ ଘାଇଲା କରାଯାଉଛି। କିନ୍ତୁ କୌଣସି ସେମିତି ଆଖି ଦୃଶିଆ ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ ହେଉନି । ରାଜରାସ୍ତାରେ ସେ ଗର୍ଜ୍ଜନ ଶୁଭୁନି । ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଭାବରେ ବିଜେଡିର କିଛି ହାତ … Continue reading ବିଧାନସଭାରେ ପାଣ୍ଡିଆନଙ୍କ ଗୋଷ୍ଠୀ ଚୁପ କାହିଁକି? || Why is Pandian’s group silent in the Assembly?