“ବ୍ରହ୍ମୋସକୁ ନେଇ ପାକିସ୍ତାନ କାହିଁକି ଭୟଭୀତ? || “Why is Pakistan afraid of Brahmos?

ବ୍ରହ୍ମୋସ୍‌ ମିସାଇଲ୍‌କୁ ନେଇ ପାକିସ୍ତାନରେ ବଢୁଛି ଚିନ୍ତା, “ଅପରେସନ୍ ସିନ୍ଦୂର” ପରେ ଚର୍ଚ୍ଚାରେ ଭାରତର ସୁପରସୋନିକ୍‌ ଶକ୍ତି ଭାରତର ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ “ବ୍ରହ୍ମୋସ୍‌” ପୁଣିଥରେ ଆନ୍ତର୍ଜାତୀୟ ସୁରକ୍ଷା ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ପ୍ରତି “ଅପରେସନ୍ ସିନ୍ଦୂର” ନାମକ ସେନା ଅଭିଯାନ ସମୟରେ ବ୍ରହ୍ମୋସ୍‌ ମିସାଇଲ୍‌ର ବ୍ୟବହାର ଓ ଏହାର ସଠିକ୍‌ ଆକ୍ରମଣ କ୍ଷମତାକୁ ନେଇ ପାକିସ୍ତାନରେ ଚିନ୍ତା ବଢିଥିବା ଚର୍ଚ୍ଚା ହେଉଛି। ବ୍ରହ୍ମୋସ୍‌ ଏରୋସ୍ପେସ୍‌ର ଅଧ୍ୟକ୍ଷଙ୍କ ଦାବି ଅନୁସାରେ, ଏହି ଅଭିଯାନରେ ବ୍ରହ୍ମୋସ୍‌ର ପର୍ଫର୍ମାନ୍ସ “10ରୁ … Continue reading “ବ୍ରହ୍ମୋସକୁ ନେଇ ପାକିସ୍ତାନ କାହିଁକି ଭୟଭୀତ? || “Why is Pakistan afraid of Brahmos?