କ’ଣ ପାଇଁ ଓଶୋଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ ?

Why is Osho’s death still a mystery?: ଓଶୋଙ୍କ ଚିନ୍ତାଧାରା ପରି ତାଙ୍କ ମୃତ୍ୟୁ ବି ରହସ୍ୟମୟ,,୩୪ ବର୍ଷ ପରେ ଏବେବି ସନ୍ଦେହଘେରରେ ମୃତ୍ୟୁ। ଓଶୋଙ୍କ ଜୀବନ ଯେପରି ରହସ୍ୟମୟ ତାଙ୍କ ମୃତ୍ୟୁ ମଧ୍ୟ ସେତିକି ରହସ୍ୟମୟ। ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ଓଶୋ ଯିଏ ନିଜକୁ ଭଗବାନ ରଜନୀଶ ବୋଲି କହୁଥିଲେ। ତାଙ୍କ ସମାଧିରେ ଲେଖା ହୋଇଛି ଯେ, ‘କେବେ ଜନ୍ମ ହୋଇ ନାହିଁ କି କେବେ … Continue reading କ’ଣ ପାଇଁ ଓଶୋଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ ?