ନବୀନ ପଟ୍ଟନାୟକ ଏବେ କାହିଁକି ରାଗୁଛନ୍ତି || Why is Naveen Patnaik angry now?

ଗତ କିଛିଦିନ ହେବ ବିଜୁ ଜନତା ଦଳର ନେତାମାନେ ହଠାତ୍ ୩୦ ବର୍ଷ ତଳର ଇତିହାସ ଖୋଳିବାରେ ଲାଗିଛନ୍ତି। ନବୀନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କଲେ, କିନ୍ତୁ ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ, ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ବା ବିବୃତ୍ତି ଜାରି କରାଗଲା। ବିଜେଡିର ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ଏବଂ ଅନ୍ୟାନ୍ୟ ନେତାମାନେ ହଠାତ୍ ୧୯୯୫-୯୬ ମସିହାର କଥା ଉଠାଇଲେ। ସେମାନେ କ’ଣ କହୁଛନ୍ତି? ସେମାନେ କହୁଛନ୍ତି … Continue reading ନବୀନ ପଟ୍ଟନାୟକ ଏବେ କାହିଁକି ରାଗୁଛନ୍ତି || Why is Naveen Patnaik angry now?