Why is Karisma’s husband having a heart attack ? ।। କରିସ୍ମାଙ୍କ ସ୍ୱାମୀଙ୍କ ହାର୍ଟ୍ ଆଟାକ୍ ପଛରେ ମହୁମାଛି ?

ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ବ୍ୟବସାୟୀ ସଞ୍ଜୟ କପୁରଙ୍କର ମାତ୍ର ୫୩ ବର୍ଷ ବୟସରେ ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଛି। କରିସ୍ମା କପୁରଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଜଣାପଡୁଛି ଯେ, ସେ ଲଣ୍ଡନର ଏକ ମୈଦାନରେ ପୋଲୋ ଖେଳୁଥିବାବେଳେ ହଠାତ୍ ତାଙ୍କ ମୁହଁରେ ଏକ ମହୁମାଛି ପଶିଯାଇଥିଲା । ସମ୍ଭବତଃ ମହୁମାଛିଟି ମୁହଁ ଭିତରେ ଡଙ୍କା ମାରିଥାଇପାରେ, ଯାହା ହୃଦଘାତର କାରଣ ହୋଇଥିଲା । ମହୁମାଛିର ଡଙ୍କ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପାରେ … Continue reading Why is Karisma’s husband having a heart attack ? ।। କରିସ୍ମାଙ୍କ ସ୍ୱାମୀଙ୍କ ହାର୍ଟ୍ ଆଟାକ୍ ପଛରେ ମହୁମାଛି ?