Why is everyone suddenly coughing and sneezing? ।। ସମସ୍ତେ ହଠାତ୍ କାହିଁକି କାଶୁଛନ୍ତି ଏବଂ ଛିଙ୍କୁଛନ୍ତି?

ଗତ ୧୫ ଦିନ ଧରି ଅନେକ ଲୋକ କାଶ, ଥଣ୍ଡା ଏବଂ ଜ୍ୱରରେ ପୀଡ଼ିତ ଅଛନ୍ତି। ସମସ୍ତେ କୁହନ୍ତି ଯେ ଏହା କେବଳ ଏକ ଋତୁକାଳୀନ ରୋଗ । ଆପଣ କ’ଣ ଆପଣଙ୍କ ଚାରିପାଖରେ ଅଧିକ ଲୋକ ଅସୁସ୍ଥ ହେଉଥିବାର  ଦେଖୁଛନ୍ତି ? ପ୍ରକୃତରେ, ଏସିଆର ଅଧିକାଂଶ ସ୍ଥାନରେ ଏହି ପରିସ୍ଥିତି । ଜାପାନ ଏକ ଜାତୀୟ ମହାମାରୀ ଘୋଷଣା କରିଛି। କେଉଁ ଭାଇରସ ଏତେ ଦ୍ରୁତ ଗତିରେ ବ୍ୟାପିଛି? ଏହା ଏକ ବିଶ୍ୱବ୍ୟାପୀ ମହାମାରୀରେ ପରିଣତ … Continue reading Why is everyone suddenly coughing and sneezing? ।। ସମସ୍ତେ ହଠାତ୍ କାହିଁକି କାଶୁଛନ୍ତି ଏବଂ ଛିଙ୍କୁଛନ୍ତି?