କ’ଣ ପାଇଁ ଏକ ବର୍ଷରୁ କମ୍ ବୟସର ଶିଶୁ ପାଇଁ ଗାଈ କ୍ଷୀର ହାନିକାରକ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
Cow Milk: ପୁରାତନ କାଳରେ ଶିଶୁ ଜନ୍ମ ହେବା ଦିନଠାରୁ ଗାଈ କ୍ଷୀର ପିଇବାକୁ ଦିଆଯାଉଥିଲା। ଆଜିକାଲି ଡାକ୍ତରମାନେ ଏକ ବର୍ଷରୁ କମ୍ ବୟସର ପିଲାଙ୍କୁ ଗାଈ କ୍ଷୀର ଦେବାକୁ ବାରଣ କରନ୍ତି । ଏହା ବଦଳରେ ଡାକ୍ତରମାନେ ପିଲାମାନଙ୍କୁ ଫର୍ମୁଲା କ୍ଷୀର ଦେବାକୁ ପରାମର୍ଶ ଦିଅନ୍ତି। ଯଦିଓ ଗାଈ କ୍ଷୀରରୁ ଫର୍ମୁଲା କ୍ଷୀର ମଧ୍ୟ ତିଆରି କରାଯାଏ, କିନ୍ତୁ ଶିଶୁର ପାଚନ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଏ । କିନ୍ତୁ ଏକ ବର୍ଷରୁ କମ୍ ବୟସର … Continue reading କ’ଣ ପାଇଁ ଏକ ବର୍ଷରୁ କମ୍ ବୟସର ଶିଶୁ ପାଇଁ ଗାଈ କ୍ଷୀର ହାନିକାରକ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
Copy and paste this URL into your WordPress site to embed
Copy and paste this code into your site to embed