ଡିଫେଣ୍ଡର ଆଟାକରଙ୍କୁ ‘ଡିଫେଣ୍ଡ୍’ କାହିଁକି କରୁନି ବିଜେପି

BJP: କୌଣସି ଦଳ ପାଇଁ, ତାର ନେତା ଜଣେ ନେତା ବିପକ୍ଷ ଉପରେ ଆକ୍ରମଣାତ୍ମକ ହେବା ସହିତ ଆବଶ୍ୟକ ସମୟରେ ଦଳକୁ ରକ୍ଷା କରିବାରେ ମଧ୍ୟ ଯଦି ଢାଲ ସାଜେ,ତେବେ ସେ ଦଳ ପାଇଁ ସମ୍ବଳ ହୋଇଯାଆନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏପରି ଡିଫେଣ୍ଡର ଓ ଆଟାକର ବୋଲି କୁହାଯାଇପାରେ। ସେ କଠିନ ସମୟରେ ଦଳର ଢାଲ ହୁଅନ୍ତି ତ ବିପକ୍ଷକୁ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। କିନ୍ତୁ ଏଥର … Continue reading ଡିଫେଣ୍ଡର ଆଟାକରଙ୍କୁ ‘ଡିଫେଣ୍ଡ୍’ କାହିଁକି କରୁନି ବିଜେପି