ଭାରତର ଚିଠିକୁ କାହିଁକି ବାଂଲାଦେଶର ଅଣଦେଖା? || Why is Bangladesh ignoring India’s letter?

ଭାରତର ସୁରକ୍ଷା ଏବଂ କୂଟନୈତିକ ସମ୍ପର୍କ ପାଇଁ ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ । ଭାରତ ଏବଂ ବାଂଲାଦେଶ – ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କ ସବୁବେଳେ ଭଲ ରହିଆସିଛି । କିନ୍ତୁ ବର୍ତ୍ତମାନ ଏହି ସମ୍ପର୍କରେ ଏକ ଫାଟ ଦେଖିବାକୁ ମିଳୁଛି । ବିଶେଷ କରି ‘ଅନୁପ୍ରବେଶ’ ବା ‘Illegal Infiltration’ ପ୍ରସଙ୍ଗକୁ ନେଇ ଭାରତ ପକ୍ଷରୁ ଦିଆଯାଇଥିବା ଏକାଧିକ କୂଟନୈତିକ ଚିଠି ବା ‘Diplomatic Notes’କୁ ବାଂଲାଦେଶ ଅଣଦେଖା କରୁଥିବା ଖବର ସାମ୍ନାକୁ ଆସିଛି … Continue reading ଭାରତର ଚିଠିକୁ କାହିଁକି ବାଂଲାଦେଶର ଅଣଦେଖା? || Why is Bangladesh ignoring India’s letter?