ଏପ୍ରିଲ ଫୁଲ୍ସ ଡେ’ର ଇତିହାସ କ’ଣ ? କେଉଁ ଦେଶରେ ଏହା ପ୍ରତିବନ୍ଧିତ ?
April 1 : ଆଜି ଏକ ଏପ୍ରିଲ୍, ଅର୍ଥାତ୍ ‘ଫୁଲ୍’ ବା ମୂର୍ଖ ବନେଇବାର ଦିନ। ଏହି ଦିନରେ ଲୋକମାନେ ଖୁବ୍ ପ୍ରାଙ୍କ୍ କରନ୍ତି। ପରସ୍ପରକୁ ମୁର୍ଖ ବନାଇବା ପାଇଁ ଏହି ଦିନ ଏକରକମ ପ୍ରତିଯୋଗିତା ଚାଲିଥାଏ ।ପିଲାଦିନରୁ ବଡ଼ ହେବା ପର୍ଯ୍ୟନ୍ତ ଆମେ ସମସ୍ତେ ଅନେକ ଥର ଅନେକ ଲୋକଙ୍କୁ ଏପ୍ରିଲ୍ ଫୁଲ୍ ବନେଇଥିବା। ଆପଣ ଏହାର ଆରମ୍ଭ ବିଷୟରେ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କେବେଠାରୁ ଓ କେମିତି ଆରମ୍ଭ … Continue reading ଏପ୍ରିଲ ଫୁଲ୍ସ ଡେ’ର ଇତିହାସ କ’ଣ ? କେଉଁ ଦେଶରେ ଏହା ପ୍ରତିବନ୍ଧିତ ?
Copy and paste this URL into your WordPress site to embed
Copy and paste this code into your site to embed