ପହଲଗାମ ପ୍ରତିଶୋଧ ପାଇଁ କାହିଁକି ଭାରତ ନେଲା ୧୫ ଦିନର ସମୟ
ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଜବାବ ଦେବା ଲାଗି ଭାରତ କାହିଁକି ୧୫ ଦିନର ମହଲତ ଦେଲା? କାହିଁକି ଏହି ଅପରେସନ୍ର ନାଁ ଅପରେସନ୍ ସିନ୍ଦୂର ରଖାଗଲା? ପୁଣି ଏହି ଆକ୍ରମଣରେ ଭାରତ ପାଇଲା କ’ଣ? ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟଭାବେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଦେଇଛନ୍ତି। ଅପରେସନ୍ର କିଛିଘଣ୍ଟା ସମ୍ପର୍କରେ ସାରାପୃଥିବୀ ଆଗରେ ପାକିସ୍ତାନର ଆତଙ୍କବାଦୀ ଚରିତ୍ରକୁ ଉନ୍ମୋଚନ କରି ଶ୍ରୀ ମିଶ୍ରୀ କହିଛନ୍ତି, ‘୨୫ ଏପ୍ରିଲ ୨୦୨୫ରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ … Continue reading ପହଲଗାମ ପ୍ରତିଶୋଧ ପାଇଁ କାହିଁକି ଭାରତ ନେଲା ୧୫ ଦିନର ସମୟ
Copy and paste this URL into your WordPress site to embed
Copy and paste this code into your site to embed