ମକର ସଂକ୍ରାନ୍ତି ଦିନ କାହିଁକି ଉଡାଯାଏ ‘ଗୁଡ଼ି’? ଜାଣନ୍ତୁ କ’ଣ ରହିଛି କାହାଣୀ
Makar Sankranti: ପ୍ରତିବର୍ଷ ଜାନୁଆରୀ ୧୪ରେ ଦେଶର ବିଭିନ୍ନ ରାଜ୍ୟରେ ଏହି ଦିବସକୁ ବେଶ ଉତ୍ସାହର ସହ ପାଳନ କରାଯାଏ । ଏହି ଦିନ ଉତ୍ତର ଭାରତରେ ମକର ସଂକ୍ରାନ୍ତି, ପଞ୍ଜାବୀ ସମ୍ପ୍ରଦାୟରେ ଲୋହରୀ, ଦକ୍ଷିଣ ଭାରତରେ ପୋଙ୍ଗଲ, ଗୁଜରାଟର ଉତ୍ତରାୟଣ ଏବଂ ଉତ୍ତର ପୂର୍ବ ଭାରତରେ ବିହୁ ପାଳନ କରାଯାଏ । ଏହି ସବୁ ପର୍ବ ଅମଳ ବା ଚାଷ ସହିତ ଜଡ଼ିତ । ପ୍ରତ୍ୟେକ ପର୍ବର ନିଜର ମହତ୍ତ୍ୱ ରହିଛି । ମକର ସଂକ୍ରାନ୍ତି ପର୍ବରେ … Continue reading ମକର ସଂକ୍ରାନ୍ତି ଦିନ କାହିଁକି ଉଡାଯାଏ ‘ଗୁଡ଼ି’? ଜାଣନ୍ତୁ କ’ଣ ରହିଛି କାହାଣୀ
Copy and paste this URL into your WordPress site to embed
Copy and paste this code into your site to embed