Why has Naveen Patnaik deliberately gone disappeared? II ଜାଣି ଶୁଣି କାହିଁକି ହଜିଯାଇଛନ୍ତି ନବୀନ?

ଓଡ଼ିଶା ରାଜନୀତିରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ଉପଭୋଗ କରିଥିବା ନେତା କିଏ ବୋଲି ପ୍ରଶ୍ନ ହେଲେ ଉତ୍ତର ଆସିବ ସେ ହେଉଛନ୍ତି ଓଡ଼ିଶା ତଥା ଦେଶର ରାଜନୀତିରେ ପ୍ରବାଦ ପୁରୁଷ ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ପଟ୍ଟନାୟକ। ସେ ମୁଖ୍ୟମନ୍ତ୍ରୀ ପଦରୁ ଯାଇ ବିରୋଧୀଦଳ ନେତା ହେବା ପରେ ଆଉ ରାଜ୍ୟ ରାଜନୀତିରେ ଦିଶୁ ନାହାନ୍ତି। ବିଧାନସଭାର ଅଧିବେଶନ କଥା ଛାଡ଼ନ୍ତୁ ସେ ଲୋକମାନଙ୍କ ଗହଣକୁ ବି ଆସୁନାହାନ୍ତି। ଯେଉଁ ଗଣେଶ … Continue reading Why has Naveen Patnaik deliberately gone disappeared? II ଜାଣି ଶୁଣି କାହିଁକି ହଜିଯାଇଛନ୍ତି ନବୀନ?