Why has America sanctioned Israel to destroy Iran? ।। ଇରାନକୁ ବରବାଦ କରିବା ପାଇଁ ଇସ୍ରାଏଲକୁ କାହିଁକି ମୋହରା କରିଛି ଆମେରିକା ?

ଇସ୍ରାଏଲ ଇରାନର ଅନେକ ସାମାରିକ ଓ ପରମାଣୁ ଆଡ୍ଡାକୁ ନିଶାନା କରିବା ପରେ ଦାବି କରିଛି ଯେ ଏହା ଇରାନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ । ଇରାନ ମଧ୍ୟ ଇସ୍ରାଏଲକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି । ଇସ୍ରାଏଲ ଇରାନର ପରମାଣୁ ଆଡ୍ଡାଗୁଡ଼ିକ ଉପରେ ଏପରି ସମୟରେ ଆକ୍ରମଣ କରିଛି, ଯେତେବେଳେ ଆମେରିକା ଇରାନକୁ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ବାରମ୍ବାର କହୁଥିଲା । ଏପରିକି ଆମେରିକା ଇରାନକୁ ଚେତାବନୀ ଦେଇଥିଲା … Continue reading Why has America sanctioned Israel to destroy Iran? ।। ଇରାନକୁ ବରବାଦ କରିବା ପାଇଁ ଇସ୍ରାଏଲକୁ କାହିଁକି ମୋହରା କରିଛି ଆମେରିକା ?