ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କାହିଁକି ତଳେ ଶୁଅନ୍ତି, ଜାଣିଲେ ହେବେ ତାଜୁବ

Elon Musk: ଦୁନିଆର ଯେଉଁ ଲୋକମାନେ ସବୁଠାରୁ ଅଧିକ ଆକର୍ଷିତ ହୁଅନ୍ତି ସେମାନଙ୍କ ମଧ୍ୟରେ ଏଲନ୍ ମସ୍କ ମଧ୍ୟ ସାମିଲ ଅଛନ୍ତି। ଆଜିକାଲି ସେ ଟ୍ରମ୍ପଙ୍କ ଡାହାଣ ହାତ ପାଲଟିଥିବାରୁ ବେଶ୍ ଚର୍ଚ୍ଚା ଓ ବିବାଦର ବିଷୟ ପାଲଟିଛନ୍ତି। ଏଲନ ମସ୍କ କେବଳ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ସବୁବେଳେ ଖବରର ଶିରୋନାମା ଏବଂ ବିବାଦରେ ରହିଥାନ୍ତି। ଏବେ ଏଲନ ମସ୍କଙ୍କୁ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ … Continue reading ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କାହିଁକି ତଳେ ଶୁଅନ୍ତି, ଜାଣିଲେ ହେବେ ତାଜୁବ