ଓଡ଼ିଶାରେ ୨.୫ ଲକ୍ଷ ଯୋଗ୍ୟ ମହିଳାଙ୍କୁ କାହିଁକି ମିଳିଲା ନାହିଁ ସୁଭଦ୍ରା ଟଙ୍କା

Subhadra Yojana: ଓଡ଼ିଶାରେ ସୁଭଦ୍ରା ଯୋଜନାରେ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି ଓ ଅନ୍ୟାନ୍ୟ ନିୟମ ପାଳନ କରୁନଥିବାରୁ ଆର୍ଥିକ ସହାୟତା ପାଇନାହାନ୍ତି। ଅଢ଼େଇ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଡିବିଟି ସକ୍ଷମ କରିନାହାନ୍ତି। ଏହାବ୍ୟତୀତ ସେମାନେ ଏପର୍ୟ୍ୟନ୍ତ ଇ-କେୱାଇସି କରିନାହାନ୍ତି। ଏହି ହିତାଧିକାରୀମାନେ ଏପର୍ୟ୍ୟନ୍ତ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। … Continue reading ଓଡ଼ିଶାରେ ୨.୫ ଲକ୍ଷ ଯୋଗ୍ୟ ମହିଳାଙ୍କୁ କାହିଁକି ମିଳିଲା ନାହିଁ ସୁଭଦ୍ରା ଟଙ୍କା