ଜାନୁଆରୀ ସହ ଭୂକମ୍ପର ସମ୍ପର୍କ କ’ଣ? କ’ଣ ପାଇଁ ଜାନୁଆରୀରେ ଆସିଥାଏ ଭୂକମ୍ପ?

Earthquake: ନେପାଳ, ଚୀନ୍ ଓ ଭାରତରେ ମଙ୍ଗଳବାର ଭୂମିକମ୍ପର ଝଟ୍‍କା ଅନୁଭୂତ ହୋଇଛି। ଏହା ପ୍ରଥମ ଥର ନୁହେଁ ଯେ ଜାନୁଆରୀରେ ଭୂମିକମ୍ପର ଏଭଳି ପ୍ରଭାବ ପଡ଼ିଛି। ଅତୀତର ଇତିହାସକୁ ଦେଖିଲେ ଆପଣ ଜାଣିପାରିବେ ଯେ ଜାନୁଆରୀରେ ହୋଇଥିବା ଭୂମିକମ୍ପ ଅନେକ ଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଜାନୁଆରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଜାଣନ୍ତୁ କେଉଁ ଦେଶରେ ଜାନୁଆରୀରେ ଭୂମିକମ୍ପରେ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାର କାରଣ କ’ଣ? ନେପାଳ, ଚୀନ୍‍ … Continue reading ଜାନୁଆରୀ ସହ ଭୂକମ୍ପର ସମ୍ପର୍କ କ’ଣ? କ’ଣ ପାଇଁ ଜାନୁଆରୀରେ ଆସିଥାଏ ଭୂକମ୍ପ?