Why does today’s Bangladesh want to forget Bangabandhu Mujibur Rahman? II ବଙ୍ଗବନ୍ଧୁ ମୁଜିବୁର ରହମାନଙ୍କୁ କାହିଁକି ଭୁଲିବାକୁ ଚାହୁଁଛି ଏବେର ବାଂଲାଦେଶ ?

ବାଂଲାଦେଶର ସେଣ୍ଟ୍ରାଲ ବ୍ୟାଙ୍କ ନୂଆ ଡିଜାଇନ ସହିତ ନୂଆ ବ୍ୟାଙ୍କ ନୋଟ୍‌ ଜାରି କରିଛି। ଏହି ନୋଟ୍‌ଗୁଡ଼ିକରେ ଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ଫୋଟୋ ନାହିଁ। ଏହା ପୂର୍ବରୁ ଅନ୍ତରୀଣ ସରକାର ୧୯୭୧ ମୁକ୍ତି ସଂଗ୍ରାମ ଉପରେ ପାଠ୍ୟପୁସ୍ତକଗୁଡ଼ିକୁ ସଂଶୋଧନ କରିଥିଲେ। ଏହି ପୁସ୍ତକରେ ପୂର୍ବତନ ରାଷ୍ଟ୍ରପତି ଜେନରାଲ ଜିଆ ଉର ରହମାନ ଦେଶର ସ୍ୱାଧିନତା ଘୋଷଣା କରିଥିବା କଥା କୁହାଯାଇଛି । ବାଂଲାଦେଶରେ ପାଠ୍ୟପୁସ୍ତକ … Continue reading Why does today’s Bangladesh want to forget Bangabandhu Mujibur Rahman? II ବଙ୍ଗବନ୍ଧୁ ମୁଜିବୁର ରହମାନଙ୍କୁ କାହିଁକି ଭୁଲିବାକୁ ଚାହୁଁଛି ଏବେର ବାଂଲାଦେଶ ?