ଶୀତଦିନେ କିଡନୀ ଷ୍ଟୋନ୍ ହେବାର ଆଶଙ୍କା କାହିଁକି ବଢ଼ିଯାଏ, ଜାଣନ୍ତୁ ଏହାର ଲକ୍ଷଣ

Kidney Stone: କିଡ଼ନୀ ଷ୍ଟୋନ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଯାହାର ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଗମ୍ଭୀର ସମସ୍ୟା ଦେଖାଦେଇପାରେ । ହଳଦିଆ ପରିସ୍ରା ଓ ଜଳାପୋଡ଼ା ପଥର ଦ୍ୱାରା ହୋଇପାରେ। ପଥର ତିଆରି ହେଲେ କିଡ଼ନୀ ଭିତରେ ଏହି ଛୋଟ ଛୋଟ କଠିନ ଖଣିଜ ପଦାର୍ଥ ଜମା ହେବା ଆରମ୍ଭ କରିଦିଏ । ଶୀତଦିନେ କିଡ଼ନୀ ଷ୍ଟୋନ୍ ସମସ୍ୟା ବଢ଼ିଯାଏ। କିଡ଼ନୀ ଷ୍ଟୋନ୍ ର ଲକ୍ଷଣ ପ୍ରବଳ ଯନ୍ତ୍ରଣା ଏବଂ ବାନ୍ତି … Continue reading ଶୀତଦିନେ କିଡନୀ ଷ୍ଟୋନ୍ ହେବାର ଆଶଙ୍କା କାହିଁକି ବଢ଼ିଯାଏ, ଜାଣନ୍ତୁ ଏହାର ଲକ୍ଷଣ