ନେପାଳରେ ରାଜତନ୍ତ୍ର ଓ ହିନ୍ଦୁରାଷ୍ଟ୍ରର ପୁନଃ ପ୍ରତିଷ୍ଠା କାହିଁକି ଅସମ୍ଭବ ଲାଗୁଛି ?

ନେପାଳରେ ରାଜତନ୍ତ୍ରକୁ ପୁନଃପ୍ରତିଷ୍ଠା କରିବା ଏବଂ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଚାଲିଥିବା ଆନ୍ଦୋଳନ ଗତ କିଛିଦିନ ମଧ୍ୟରେ ହିଂସାତ୍ମକ ହୋଇ ଉଠିଛି। ଏଥିରେ ଦୁଇଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ନେପାଳରେ ସମ୍ବିଧାନ ବିରୋଧରେ ରାଜତନ୍ତ୍ର ପ୍ରତିଷ୍ଠା ହେବ କି ଏବଂ ଲୋକତନ୍ତ୍ର ସମାପ୍ତ ହୋଇଯିବ କି? ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା। ନେପାଳରେ ୨୩୯ ବର୍ଷ ଧରି ଶାହ ବଂଶର ଶାସନ ରହିଥିଲା। ନେପାଳର ରାଜା ବୀରେନ୍ଦ୍ର ବୀରବିକ୍ରମ … Continue reading ନେପାଳରେ ରାଜତନ୍ତ୍ର ଓ ହିନ୍ଦୁରାଷ୍ଟ୍ରର ପୁନଃ ପ୍ରତିଷ୍ଠା କାହିଁକି ଅସମ୍ଭବ ଲାଗୁଛି ?