Why does India drive on the Left and America on the Right? ।। ଭାରତରେ ବାଁ, ଆମେରିକାରେ ଡାହାଣ ପଟେ ଚାଲିବା ନିୟମ ପଛର କାରଣ କ’ଣ?

ଆମକୁ ପିଲା ବେଳୁ କୁହାଯାଏ ଯେ, ସବୁବେଳେ ରାସ୍ତାର ବାମ ପାର୍ଶ୍ୱରେ ଚାଲିବ। କିନ୍ତୁ ଆମେରିକାରେ ପିଲାଙ୍କୁ ଠିକ ଏହାର ଓଲଟା ଶିଖାଯାଏ। ସେଠାରେ ପିଲାଙ୍କୁ ଡାହାଣ ପଟେ ଚାଲିବାକୁ କୁହାଯାଏ। କେବଳ ଆମେରିକା ନୁହେଁ ଆହୁରି କିଛି ଦେଶରେ ମଧ୍ୟ ରାସ୍ତାର ଡାହାଣ ପଟେ ଚାଲିବା ନିୟମ ରହିଛି। ତେବେ ଏଭଳି ଫରକ କଣ ପାଇଁ ? ଆଉ ରାସ୍ତାର କେଉଁ ପାର୍ଶ୍ୱରେ ଚାଲିବା ବା ଡ୍ରାଇଭ୍ କରିବା ଅଧିକ ସୁରକ୍ଷିତ ଆସନ୍ତୁ ଜାଣିବା। ଦୁନିଆର … Continue reading Why does India drive on the Left and America on the Right? ।। ଭାରତରେ ବାଁ, ଆମେରିକାରେ ଡାହାଣ ପଟେ ଚାଲିବା ନିୟମ ପଛର କାରଣ କ’ଣ?