Why do the ‘big players’ have their base in a small country? II ଛୋଟ ଦେଶରେ ବଡ଼ ବଡ଼ଙ୍କ ଡେରା କାହିଁକି?

ବିଶ୍ୱରେ ଏମିତି ଏକ ଛୋଟ ଦେଶ ଅଛି, ଯାହାର ଆକାର ଭାରତର ଅନେକ ଜିଲ୍ଲାଠାରୁ ମଧ୍ୟ ଛୋଟ। ଦେଶଟିର ନା ଜିବୁତି। ଆଫ୍ରିକା ମହାଦେଶର ଏହି ଛୋଟ ଦେଶରେ ରହିଛି ଆମେରିକା, ଚୀନ୍, ଫ୍ରାନ୍ସ, ଜାପାନ ଏବଂ ଇଟାଲୀ ଭଳି ଶକ୍ତିଶାଳୀ ଦେଶର ସାମରିକ ଘାଟି। ଚିନ୍ତା କରନ୍ତୁ, ଆମେରିକା ଓ ଚୀନ୍ ଯେଉଁମାନେ ବିଶ୍ୱରେ ପରସ୍ପରର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ସେମାନଙ୍କ ସାମରିକ ଘାଟି ଏହି ଛୋଟ ଦେଶରେ ପରସ୍ପରର ଅତି ନିକଟରେ ରହିଛି। ପ୍ରଶ୍ନ … Continue reading Why do the ‘big players’ have their base in a small country? II ଛୋଟ ଦେଶରେ ବଡ଼ ବଡ଼ଙ୍କ ଡେରା କାହିଁକି?