Friendship Goal: ସ୍କୁଲ ଓ କଲେଜ ଜୀବନରେ ଗଢ଼ି ଉଠିଥିବା ବନ୍ଧୁତା ନିଆରା। ଏହା ହେଉଛି ସେହି ସମୟ ଯେତେବେଳେ ଆମେ କେବଳ ଆମର ସାଙ୍ଗମାନଙ୍କ ସହିତ ପାଠ ପଢି ନଥାଉ ବରଂ ଜୀବନର ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ବାଣ୍ଟିଥାଉ। ଖାଇବା ପିଇବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ମିଶି ସମସ୍ତ ମୁହୂର୍ତ୍ତକୁ ଉପଭୋଗ କରିଥାଉ । ବିତି ଯାଇଥିବା ସେହି ସମୟ ଗୁଡ଼ିକ ଆଉ କେବେ ବି ଫେରି ଆସେ ନାହିଁ। … Continue reading ପ୍ରକୃତ ବନ୍ଧୁ କେବଳ ସ୍କୁଲ ଏବଂ କଲେଜରେ ହିଁ ମିଳିଥାଏ, ତେବେ ପରେ ସେମାନେ କ’ଣ ପାଇଁ ଦୂରେଇ ଯାଆନ୍ତି କେବେ ଭାବିଛନ୍ତି?
Copy and paste this URL into your WordPress site to embed
Copy and paste this code into your site to embed