ଜରୁରୀକାଳୀନ ପରିସ୍ଥିତିରେ ବିମାନ ପାଇଲଟ୍ କାହିଁକି ‘ମେ ଡେ’ ବୋଲି କହିଥାନ୍ତି?

Mayday Mayday: ଏୟାରଲାଇନ୍ସ, ପାଇଲଟଙ୍କ ସମେତ କ୍ରୁ ମେମ୍ବରଙ୍କ ପାଇଁ କିଛି କୋଡ୍ ୱାର୍ଡ ରହିଛି। ଯାହା ଜରୁରୀକାଳୀନ ପରିସ୍ଥିତିରେ ସୂଚନା ଦେବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ଆପଣ ଜାଣନ୍ତି କି ‘ମେ ଡେ’ର ଅର୍ଥ କ’ଣ । ଦକ୍ଷିଣ କୋରିଆରେ ଘଟିଥିବା ବିମାନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ରବିବାର ଦକ୍ଷିଣ କୋରିଆରେ ହୋଇଥିବା ବିମାନ ଦୁର୍ଘଟଣା ଏତେ ବିପଜ୍ଜନକ ଥିଲା ଯେ ଏଥିରେ ୧୭୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି … Continue reading ଜରୁରୀକାଳୀନ ପରିସ୍ଥିତିରେ ବିମାନ ପାଇଲଟ୍ କାହିଁକି ‘ମେ ଡେ’ ବୋଲି କହିଥାନ୍ତି?