ନାଗା ସାଧୁମାନେ କାହିଁକି ନିଜେ ନିଜର ପିଣ୍ଡଦାନ କରନ୍ତି, କ’ଣ ରହିଛି ଏହାର ମହତ୍ତ୍ୱ ?

Naga Sadhu: ମନୁଷ୍ୟ ଶରୀର ଯେତେବେଳେ ଶାନ୍ତ ରୁହେ ସେତେବେଳେ ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ହୁଏ । ହିନ୍ଦୁ ବିଶ୍ୱାସ ଅନୁଯାୟୀ, ପ୍ରତ୍ୟେକ ମଣିଷର ପିଣ୍ଡଦାନ କରାଯାଏ। ଅପରପକ୍ଷରେ ଯଦି ଆମେ ସନ୍ନ୍ୟାସୀ ଓ ନାଗା ସନ୍ନ୍ୟାସୀମାନଙ୍କ ବିଷୟରେ କହିବା ତେବେ ଏହି ଲୋକମାନେ ଜୀବିତ ଥିବା ସମୟରେ ନିଜର ପିଣ୍ଡଦାନ କରନ୍ତି । ଆସନ୍ତୁ ଆପଣଙ୍କୁ କହିବୁ ପିଣ୍ଡ ଦାନର ମହତ୍ତ୍ୱ କ’ଣ ଏବଂ ନାଗା ସନ୍ୟାସୀମାନେ କାହିଁକି ଜୀବନ୍ତ ଥିବା ସମୟରେ ପିଣ୍ଡ ଦାନ … Continue reading ନାଗା ସାଧୁମାନେ କାହିଁକି ନିଜେ ନିଜର ପିଣ୍ଡଦାନ କରନ୍ତି, କ’ଣ ରହିଛି ଏହାର ମହତ୍ତ୍ୱ ?