ଯୁଦ୍ଧ କାଳରେ କାହିଁକି ହୁଏ ମକ୍ ଡ୍ରିଲ୍ ? ଦେଶରେ କେତେ ଜିଲ୍ଲାରେ ହେବ ମକଡ୍ରିଲ୍?
ପାକିସ୍ତାନ ସହ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମକ୍ ଡ୍ରିଲ କରାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅନୁସାରେ, ମେ ୭, ଅର୍ଥାତ୍ ଆସନ୍ତାକାଲି ଏହା ଆୟୋଜିତ ହେବ। ଏହି ସମୟରେ ନାଗରିକମାନଙ୍କୁ ଆକ୍ରମଣ ସମୟରେ ବଞ୍ଚିବା ପାଇଁ ପ୍ରଶିକ୍ଷଣ ଦିଆଯିବ। ୨୪୪ଟି ଚିହ୍ନିତ ଜିଲ୍ଲାରେ ଏହି ମକ୍ ଡ୍ରିଲ ହେବ। ଏହାର ଉଦ୍ଦେଶ୍ୟ ହେଉଛି ନାଗରିକ ସୁରକ୍ଷାର ଉନ୍ନତ ପ୍ରସ୍ତୁତି। ଦେଶରେ ଶେଷ … Continue reading ଯୁଦ୍ଧ କାଳରେ କାହିଁକି ହୁଏ ମକ୍ ଡ୍ରିଲ୍ ? ଦେଶରେ କେତେ ଜିଲ୍ଲାରେ ହେବ ମକଡ୍ରିଲ୍?
Copy and paste this URL into your WordPress site to embed
Copy and paste this code into your site to embed