କାହିଁକି ବଢ଼ୁଛି ବିବାହ ବିଚ୍ଛେଦ

Divorce: ବିବାହ ହେଉଛି ସୃଷ୍ଟିର ନିୟମ। ନୀଡ଼ ରଚନାର ଆଦିପର୍ବ ହେଉଛି ବିବାହ। ଦୁଇ ମନ ଦୁଇ ଦେହ ଏକାଠି ହେବାର ଏକ ଦୁର୍ବାର ପ୍ରତିଜ୍ଞା ହେଉଛି ବିବାହ। ସାତଜନ୍ମ ପାଇଁ କେହି କାହା ଠାରୁ ଅଲଗା ନ ହେବା ପାଇଁ ବନ୍ଧନର ନାମ ହେଉଛି ବିବାହ। ସାହାନାଇ, ଶୁଭଶଙ୍ଖର ଧ୍ୱନି, ବ୍ରହ୍ମରେ ମନ୍ତ୍ରପାଠ, ତେତ୍ରିଶକୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ପୁଅଟିଏ ଝିଅକୁ ବରଣ କରିନିଏ ସାତଜନ୍ମ ପାଇଁ। ସଂସାର ପଥରେ ପଥିକ ସାଜନ୍ତି ଉଭୟେ। ଉଭୟଙ୍କୁ … Continue reading କାହିଁକି ବଢ଼ୁଛି ବିବାହ ବିଚ୍ଛେଦ