Why didn’t the Muslim League join the Quit India movement? ।। ମୁସଲିମ ଲିଗ୍ କାହିଁକି ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇନଥିଲା ?

ମହାତ୍ମା ଗାନ୍ଧୀ ଚେଷ୍ଟା କରିଥିଲେ ଯେ ମୁସଲିମ ଲିଗ୍ “ଭାରତ ଛାଡ଼” ଆନ୍ଦୋଳନରେ ଯୋଗ ଦେଉ । ଏପରିକି ଲିଗର କେତେକ ନେତା ମଧ୍ୟ ଏହା ଚାହୁଁଥିଲେ । କିନ୍ତୁ ମହମ୍ମଦ ଅଲି ଜିନ୍ନା ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ମିଷ୍ଟର ଗାନ୍ଧୀଙ୍କ ଚିନ୍ତାଧାରାରେ ଗଢ଼ା ‘ସ୍ୱାଧିନ ଭାରତ’ ଆମ ଚିନ୍ତାଧାରାଠାରୁ ମୌଳିକ ଭାବେ ଭିନ୍ନ । ମିଷ୍ଟର ଗାନ୍ଧୀଙ୍କ ପାଇଁ ସ୍ୱାଧିନତା ମାନେ କଂଗ୍ରେସର ଶାସନ । ମୁଁ ମିଷ୍ଟର ଗାନ୍ଧୀଙ୍କୁ … Continue reading Why didn’t the Muslim League join the Quit India movement? ।। ମୁସଲିମ ଲିଗ୍ କାହିଁକି ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇନଥିଲା ?