କ୍ରିକେଟ ଦୁନିଆରେ ଯେତେବେଳେ ଜଣେ ୧୫ ବର୍ଷର ବାଳକ ମୈଦାନକୁ ଓହ୍ଲାଇ ଜସପ୍ରୀତ ବୁମରା ଏବଂ ପ୍ୟାଟ୍କମିନ୍ସଙ୍କ ଭଳି ବିଶ୍ୱର ସବୁଠୁ ସାଙ୍ଘାତିକ ବୋଲରଙ୍କ ପ୍ରଥମ ବଲ୍କୁ ସିଧା ଷ୍ଟାଡିୟମ୍ ବାହାରକୁ ପଠାଇଦିଏ, ସେତେବେଳେ ପୂରା ବିଶ୍ୱ ସେହି ଖେଳାଳି ଆଗରେ ମୁଣ୍ଡ ନୁଆଁଏ। ଆଇପିଏଲ୍ ୨୦୨୬ର ସେଇ ବିସ୍ଫୋରକ ଯୁବ ବ୍ୟାଟ୍ସମ୍ୟାନ୍, ରାଜସ୍ଥାନ ରୟାଲ୍ସର ‘ସିକ୍ସର କିଙ୍ଗ’ ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ରେ ନିଜ ବ୍ୟାଟିଂରେ କମ୍ପନ ସୃଷ୍ଟି କରିଥିବା ଏହି ବୈଭବ, ଏବେ ଇଂଲଣ୍ଡ ମାଟିରେ … Continue reading ଆଇପିଏଲ୍ର ‘ସିକ୍ସର କିଙ୍ଗ’ କାହିଁକି ଫେଲ୍? ଜୋଫ୍ରା ଆର୍ଚ୍ଚରଙ୍କ ସେଇ ଗୋପନ ଚାଲ୍ରେ ଫସିଗଲେ ୧୫ ବର୍ଷର ବୈଭବ! || Why did the ‘Sixer King’ of IPL fail?
Copy and paste this URL into your WordPress site to embed
Copy and paste this code into your site to embed