କାହିଁକି ଆକ୍ସନରେ ଶାହ ନବୀନ-ବିଜେଡି ପାଇଁ ବଢ଼ିଲା କି ବଡ଼ ସଙ୍କଟ? || Why did Shah Naveed take action? Is there a bigger crisis brewing for BJD?

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ଭୂକମ୍ପ ଦେଖାଦେଇଛି। ଯେଉଁ ତୃତୀୟ ମହଲା ଦିନେ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା, ଯେଉଁ ସଚିବାଳୟରୁ ନିର୍ଦ୍ଦେଶ ନ ଆସିଲେ ପତ୍ରଟିଏ ବି ହଲୁ ନ ଥିଲା, ଆଜି ସେହି ତୃତୀୟ ମହଲାର ପୂର୍ବତନ ସର୍ବସର୍ବା ଏବଂ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ଚାରିପାଖରେ କଷି ହେବାରେ ଲାଗିଛି ଆଇନର ଜାଲ! ପ୍ରଶ୍ନ ଉଠୁଛି— ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଭଳି ଓଡ଼ିଶାର ସବୁଠାରୁ ସମ୍ବେଦନଶୀଳ ଘଟଣାର ତଦନ୍ତ ରିପୋର୍ଟ … Continue reading କାହିଁକି ଆକ୍ସନରେ ଶାହ ନବୀନ-ବିଜେଡି ପାଇଁ ବଢ଼ିଲା କି ବଡ଼ ସଙ୍କଟ? || Why did Shah Naveed take action? Is there a bigger crisis brewing for BJD?