କାହିଁକି ଇସ୍ତଫା ଦେଲେ ରଘୁବର ଦାସ?

ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ୱରୂପ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଗତ ମଙ୍ଗଳବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସେ ସକ୍ରିୟ ରାଜନୀତିକୁ ଫେରିବା ନେଇ ବ୍ୟାପକ କଳ୍ପନାଜଳ୍ପନା ଚାଲିଥିଲା। ଗତ ସେପ୍ଟେମ୍ବର ଏଗାର ତାରିଖରେ, ରଘୁବର ଦାସ ଟୁଇଟର ଏବଂ ଫେସ୍‍ବୁକରେ ତାଙ୍କର ପ୍ରୋଫାଇଲ୍ ଛବିର ରଙ୍ଗ ବଦଳାଇ ଦେଇଥିଲେ। ଏହା ତାଙ୍କର ଝାଡ଼ଖଣ୍ଡ ରାଜନୀତିରେ ପୁନର୍ବାର ପ୍ରବେଶ ବିଷୟରେ ଗୁଜବ … Continue reading କାହିଁକି ଇସ୍ତଫା ଦେଲେ ରଘୁବର ଦାସ?