୧୦ ମାସରେ ଲୋକେ ହତାଶ୍‍ ହେଲେ କାହିଁକି,  ଶୀର୍ଷ ବିଜେପି ନେତୃତ୍ୱ କରୁଛି କ’ଣ?

ମାତ୍ର ୧୦ ମାସ ହେଲା ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ବିଜେଡିର ଏକ ପ୍ରକାର ମନମୁଖୀ ଶାସନରେ ଅତିଷ୍ଠ ହୋଇ ସେମାନଙ୍କଠାରୁ ମୁହଁ ଫେରାଇ କିଛି ନୂଆ ପରିବର୍ତ୍ତନ ଆଣିବା ଲାଗି ଓଡ଼ିଶା ମତଦାତା ବିଜେପିକୁ ଭୋଟ୍‍ ଦେଇଥିଲେ। ହେଲେ ମାତ୍ର ୧୦ ମାସ ଭିତରେ ଲୋକମାନେ ବିଜେପି ଶାସନ ଉପରେ ଅତିଷ୍ଠ ହୋଇଗଲେଣି। ରାଜଧାନୀ ଭୁବନେଶ୍ୱର କଥା ଇଏ ନୁହେଁ, ଯେଉଁ ଜିଲ୍ଲାର ୯ରୁ ୯ ଆସନ ବିଜେପି ଜିତିଛି ସେହି ଜିଲ୍ଲାରେ ରାଜ୍ୟ ପ୍ରଶାସନର … Continue reading ୧୦ ମାସରେ ଲୋକେ ହତାଶ୍‍ ହେଲେ କାହିଁକି,  ଶୀର୍ଷ ବିଜେପି ନେତୃତ୍ୱ କରୁଛି କ’ଣ?