ଶନିବାର ଦିନ କାହିଁକି ଶାନ୍ତି ପାଇଁ ରାଜି ହେଲା ପାକିସ୍ତାନ ?
୭ରୁ ୯ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ରଣକ୍ଷେତ୍ରରୁ ଗଣମାଧ୍ୟମ ପର୍ଯ୍ୟନ୍ତ ଲଢ଼େଇ। ମାଳମାଳ ଡ୍ରୋନ୍ ଯଦି ଭାରତର ୧୫ରୁ ଅଧିକ ସହର ଉପରେ ଛାଇ ରହିଥିଲେ, ତେବେ ଭାରତୀୟ ଡ୍ରୋନ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଥିଲା। ଆତଙ୍କ ଏମିତି ଯେ, ପାକିସ୍ତାନୀ ତାକୁ ଆସମାନୀ ବିଜଲି କହିବାକୁ ଲାଗିଥିଲେ। ଭାରତୀୟ ସୁପରସୋନିକ୍ ମିସାଇଲ ଓ ଡ୍ରୋନର କାଟ ପାକିସ୍ତାନ ପାଖରେ ନ ଥିଲା। ପାକିସ୍ତାନୀ ଏୟାରଡିଫେନ୍ସ ସିଷ୍ଟମଠାରୁ ସାମରିକ ବିମାନଘାଟି ସବୁ ଉପରେ ଭାରତ … Continue reading ଶନିବାର ଦିନ କାହିଁକି ଶାନ୍ତି ପାଇଁ ରାଜି ହେଲା ପାକିସ୍ତାନ ?
Copy and paste this URL into your WordPress site to embed
Copy and paste this code into your site to embed