ଇନ୍ଦିରା ସରକାର ବିରୋଧରେ କାହିଁକି ଅଦାଲତକୁ ଯାଇଥିଲେ ମନୋଜ କୁମାର?
ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ନିଧନ ହୋଇଯାଇଛି। ସେ ନିଜର ଚଳଚ୍ଚିତ୍ର ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ମନୋଜ କୁମାର ଏପରି ଜଣେ ଅଭିନେତା ଥିଲେ, ଯିଏ ନିଜ ଚଳଚ୍ଚିତ୍ର ମାଧ୍ୟମରେ ଦେଶଭକ୍ତି ଓ ସାମାଜିକ ସନ୍ଦେଶ ପ୍ରଦାନ କରିଥିଲେ। ତାଙ୍କ ନିଧନ ସହିତ ହିନ୍ଦୀ ସିନେମା ଜଗତ ଜଣେ ବରିଷ୍ଠ କଳାକାରଙ୍କୁ ହରାଇଛି , କିନ୍ତୁ ତାଙ୍କ ଚଳଚ୍ଚିତ୍ରଗୁଡ଼ିକର ଛାପ ସବୁବେଳେ ଲୋକଙ୍କ ହୃଦୟରେ ରହିବ। ବଲିଉଡରେ ମନୋଜ କୁମାରଙ୍କ ସାହସୀ ମନୋଭାବର … Continue reading ଇନ୍ଦିରା ସରକାର ବିରୋଧରେ କାହିଁକି ଅଦାଲତକୁ ଯାଇଥିଲେ ମନୋଜ କୁମାର?
Copy and paste this URL into your WordPress site to embed
Copy and paste this code into your site to embed