୧୪ ତାରିଖରେ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଜାଣନ୍ତୁ ଏହା ପଛର କାରଣ କ’ଣ?
Makar Sankranti 2025: ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧୪ ତାରିଖରେ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ। ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ପ୍ରାୟ ଦଶନ୍ଧି ଧରି ପାଳନ କରାଯାଉଛି । ତେବେ ୨୦୨୪ ମସିହାରେ ଏହା ଜାନୁଆରୀ ୧୫ ତାରିଖରେ ପାଳିତ ହୋଇଥିଲା। ଆଜି ଆମେ ଆପଣଙ୍କୁ କହିବୁ ହୋଲି ଓ ଦୀପାବଳି ଭଳି ମକର ସଂକ୍ରାନ୍ତିର ତାରିଖ କାହିଁକି ବଦଳିନଥାଏ। ପ୍ରତିବର୍ଷ ଜାନୁଆରୀ ୧୪ କିମ୍ବା ୧୫ ତାରିଖରେ କାହିଁକି ଏହା … Continue reading ୧୪ ତାରିଖରେ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଜାଣନ୍ତୁ ଏହା ପଛର କାରଣ କ’ଣ?
Copy and paste this URL into your WordPress site to embed
Copy and paste this code into your site to embed