ଜଷ୍ଟିସ ହଂସରାଜ ଖନ୍ନାଙ୍କୁ କାହିଁକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିନଥିଲେ ଇନ୍ଦିରା ଗାନ୍ଧୀ ?

Justice Hansraj Khanna :ସେତେବେଳେ ଜଷ୍ଟିସ୍ ହଂସରାଜ ଖାନ୍ନା ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଥିଲେ। ତେବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ବିରୋଧ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ସଂସଦର ଶୀତକାଳୀନ ଅଧିବେଶନରେ ଶନିବାର ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସମ୍ବିଧାନ ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ସମ୍ବିଧାନ ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଥିଲା। ଏହି ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Continue reading ଜଷ୍ଟିସ ହଂସରାଜ ଖନ୍ନାଙ୍କୁ କାହିଁକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରିନଥିଲେ ଇନ୍ଦିରା ଗାନ୍ଧୀ ?