ପରିବାରରେ କୌଣସି ସଙ୍କଟ ଆସିଲେ ସାଧାରଣତଃ ସବୁ ସଦସ୍ୟ ସମସ୍ତ ପୁରୁଣା ମତପାର୍ଥକ୍ୟକୁ ଭୁଲି ଏକାଠି ହୋଇଥାଆନ୍ତି। ଭାରତ ଏକ ପରିବାରଭାବେ ପ୍ରତିଟି ବୈଦେଶିକ ପ୍ରସଙ୍ଗ ବିଶେଷକରି ଯୁଦ୍ଧ ସମୟରେ ଏହାକୁ ପ୍ରଦର୍ଶିତ କରିଆସିଛି। ସେଥିଲାଗି ଭାରତକୁ ବିଶ୍ୱରେ ଗଣତନ୍ତ୍ରର ଜନନୀ କୁହାଯାଏ। ଆଉ ଏଭଳି ପରମ୍ପରାକୁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟଭାବେ ଗ୍ରହଣ କରାଯାଏ। ଆଜି ବି ସେମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ପରମ୍ପରାକୁ ସମ୍ମାନ ଦେଇ କଂଗ୍ରେସ ନିଜ ଆଦର୍ଶର ବିରୋଧୀ ବିଜେପି ସରକାରଙ୍କୁ … Continue reading କଂଗ୍ରେସ କିଆଁ ହାଇପାଇଁ
Copy and paste this URL into your WordPress site to embed
Copy and paste this code into your site to embed