ବୋଧଗୟାର ମହାବୋଧି ମନ୍ଦିର ବାହାରେ ଦୁଇ ମାସ ଧରି କ’ଣ ପାଇଁ ଆନ୍ଦୋଳନରେ ବସିଛନ୍ତି ବୌଦ୍ଧ ଭିକ୍ଷୁ ?

Buddhist Monks: ପ୍ରାୟ ୧୦୦ ବୌଦ୍ଧ ଭିକ୍ଷୁ ଫେବୃଆରୀ ମାସରୁ ବିହାରର ବୋଧଗୟାସ୍ଥିତ ମହାବୋଧି ମନ୍ଦିରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଆନ୍ଦୋଳନ ମହାବୋଧି ମନ୍ଦିରର ନିୟନ୍ତ୍ରଣ ବୌଦ୍ଧମାନଙ୍କୁ ହସ୍ତାନ୍ତର କରିବା ଦାବିରେ ଚାଲିଛି। ଏହି ବିବାଦ ଆଜିର ନୁହେଁ, ବରଂ ଦଶନ୍ଧି ପୁରୁଣା। ସେମାନେ ବୋଧଗୟା ମନ୍ଦିର ଅଧିନିୟମ (ବିଟିଏ), ୧୯୪୯କୁ ରଦ୍ଦ କରିବାକୁ ଦାବି କରୁଛନ୍ତି। ଏହି ଆଇନ ଅନୁଯାୟୀ ମହାବୋଧି ମନ୍ଦିରର ପରିଚାଳନା କରାଯାଏ। ଏହି ଆଇନ ଅଧୀନରେ ଗଠିତ ସମିତିରେ ବୌଦ୍ଧଙ୍କ … Continue reading ବୋଧଗୟାର ମହାବୋଧି ମନ୍ଦିର ବାହାରେ ଦୁଇ ମାସ ଧରି କ’ଣ ପାଇଁ ଆନ୍ଦୋଳନରେ ବସିଛନ୍ତି ବୌଦ୍ଧ ଭିକ୍ଷୁ ?