Why Berhampur Mp Pradip Panigahi Silent. II କିଏ ବନ୍ଦ କଲା ପ୍ରଦୀପଙ୍କ ତୁଣ୍ଡ?

ବିଜେପିକୁ ଇମ୍ପୋର୍ଟେଡ୍‍  ହୋଇଥିବା ନେତାମାନେ ଏବେ ରାଜ୍ୟ ସଂଗଠନରେ ଅଲୋଡ଼ା ହେଲେଣି। ଯେଉଁମାନେ ଦଳକୁ ନିର୍ବାଚନ ସମୟରେ ପ୍ରବେଶ କରିଛନ୍ତି ସେମାନଙ୍କ ସଫଳତା ଓ ସଂଗଠନକୁ ଏବେ ଦଳ ଖାତିର କରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛିନେତା ଗର୍ଜନ କରୁଛନ୍ତି ତ ଆଉ କେତେ ନେତା ମୈଦାନରୁ ଉଭେଇ ଯାଇଛନ୍ତି। ଏମିତି ମୈଦାନରୁ ଉଭେଇ ଯାଇଥିବା ନେତାଙ୍କ ଭିତରେ ରହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଯିଏ ଦିନେ ଗଞ୍ଜାମ ରାଜନୀତିରୁ ନବୀନଙ୍କ ପ୍ରଭାବକୁ ଖିନ୍‍ … Continue reading Why Berhampur Mp Pradip Panigahi Silent. II କିଏ ବନ୍ଦ କଲା ପ୍ରଦୀପଙ୍କ ତୁଣ୍ଡ?