Why Aurangzeb killed Dara Shikoh Mughal ।। ଔରଙ୍ଗଜେବ କାହିଁକି ଦାରା ଶିକୋହଙ୍କୁ ହତ୍ୟା କରାଇଥିଲେ?

ମୋଗଲ ଇତିହାସରେ ସତ୍ତା ହାସଲ କରିବା ପାଇଁ ନିଜ ରକ୍ତସମ୍ପର୍କୀୟଙ୍କ ରକ୍ତ ବୁହାଇବା ଏକ ପରମ୍ପରା ଥିଲା, କିନ୍ତୁ ସବୁଠାରୁ ରୋଚକ ଘଟଣା ଔରଙ୍ଗଜେବଙ୍କ ସହ ଜଡ଼ିତ। ସେ ତାଙ୍କ ବଡ଼ ଭାଇ ଦାରା ଶିକୋହଙ୍କୁ ହତ୍ୟା କରାଇଥିଲେ। ଔରଙ୍ଗଜେବ କେବଳ ସତ୍ତା ହାସଲ କରିବା ପାଇଁ ଦାରାଙ୍କୁ ହତ୍ୟା କରାଇ ନ ଥିଲେ, ଏହା ପଛରେ ଆହୁରି ଅନେକ କାରଣ ଥିଲା।  ଆକବରଙ୍କ ପରେ ମୋଗଲ ସାମ୍ରାଜ୍ୟର ଅଧିକାଂଶ ଶାହଜାଦାଙ୍କ ମଧ୍ୟରେ ଉତ୍ତରାଧିକାରୀ ହେବା ପାଇଁ … Continue reading Why Aurangzeb killed Dara Shikoh Mughal ।। ଔରଙ୍ଗଜେବ କାହିଁକି ଦାରା ଶିକୋହଙ୍କୁ ହତ୍ୟା କରାଇଥିଲେ?