ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଲେ ବି ଦେଶରେ କାହିଁକି ଶସ୍ତା ହେଉନି ପେଟ୍ରୋଲ-ଡିଜେଲ? || Why aren’t petrol and diesel cheaper in the country even though crude oil prices have fallen in the international market?

ଦେଶରେ ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲେ ମଧ୍ୟ ସରକାର ଦେଶର ସାଧାରଣ ଜନତାଙ୍କୁ ଏହାର ଫାଇଦା କାହିଁକି ଦେଉନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ତୈଳ ଦର ହ୍ରାସ କରିବାକୁ ଦଳ ଦାବି କରିଛି। ଖୁଚୁରା ମୂଲ୍ୟ କମାଇବାକୁ କଂଗ୍ରେସର ଦାବି କଂଗ୍ରେସ ପକ୍ଷରୁ … Continue reading ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଲେ ବି ଦେଶରେ କାହିଁକି ଶସ୍ତା ହେଉନି ପେଟ୍ରୋଲ-ଡିଜେଲ? || Why aren’t petrol and diesel cheaper in the country even though crude oil prices have fallen in the international market?